Test Index
OTET Paper 1 Exam 2017 Paper
Show Para
Question Numbers: 36-40 ନିମ୍ନ ପ୍ରଦତ୍ତ କବିତାଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 36 ରୁ ନଂ40) ଗୁଡିକର ଉତ୍ତର ଲେଖ:ମେରୁରୁ ମେରୁକୁ ବ୍ୟାପି ତୁମ୍ବଲାଗି କାନ୍ଦଇ ଧରଣୀ,ହେ ଧରାର ବରପୁତ୍ର, ସତ୍ୟେ ତାକୁ କଲ ବସୁମତୀବହୁଯୁଗ ପରେ ତୁମ୍ଭେ l ନେଲ ବରି କୄଚ୍ଚର ସରଣୀ,ହିଂସା-ମିଥ୍ୟା-ଝଡ ମଧ୍ୟେ ଜ଼ାଳିବାକୁ ବିଶ୍ୱେ ଧର୍ମ-ବତିଜ଼ନ୍ମତ୍ତ ମାନବ ଜାତି ଚିତ୍କାରଇ 'ଦାବି', 'ଅଧିକାର', ପଦ ଅଧିକାର ପାଇଁ ଅପକର୍ମେ ମତ୍ତ ନେତୃ-ଦଳ,'କର୍ତବ୍ୟ' ର କଥା କେହି ମୁଖେ ନାହିଁ କରାଇ ଉଜାର,ମିଥ୍ୟା, ଘୃଣା, ମିଥ୍ୟା ଦମ୍ଭେ ସଡୁଛନ୍ତି କୋଟି କୋଟି ନର lକେବଳ ସେବାର ଦାବି ମାଗି ଏହି ପାଗଳ ଜଗତେ,ମାନବର ଶୁଭ ପାଇଁ ଗଲ କର୍ମ କରି ନିରାଶକ୍ତ,ଦୀନହୀନ ନିର୍ଯ୍ୟାତୀତେ ଦେଇ ଆଶା ଆପଣା ମହତ୍ୱେନିରସ୍ତ୍ରରେ ଶିଖାଇଲେ ତପୋମୟ ସଂଗ୍ରାମ ନି-ରକ୍ତ lମାନବର କୁଶଦୀପ ନିର୍ବାପିତ ତୁମର ମରନେ,ସେହି ସେ ନୈରାଶ୍ୟ ପୁଟେ ଧରଣୀର ବ୍ୟାକୁଲ ରୋଦନେ l
Go to Question: