OTET Paper 1 Exam 1 Jul 2023 Paper
Show Para
Question Numbers: 45-49
ଅନୁଚ୍ଛେଦଟି ପାଠ କରି ନିମ୍ନଲିଖ ପ୍ରଶ୍ନଗୁଡ଼ିକର (ପ୍ରଶ୍ନ ନଂ 45 ରୁ 49 ପର୍ଯ୍ୟନ୍ତ) ଉତ୍ତର ଦିଅ :
ମନୀଷୀ ବଚନ ଅଛି – ସଂସାରରେ ନିଜକୁ ଜାଣିବା ସବୁଠାରୁ ଦୁଷ୍କର, ଆଉ ଅନ୍ୟର କାର୍ଯ୍ୟରେ ଦୋଷ ଦେଖାଇବା ସବୁଠାରୁ ସୁଗମ । ନିଜର କର୍ତ୍ତବ୍ୟ କଣ ଚିନ୍ତା କରିବା ଉଚିତ । ଅନ୍ୟର କଣ କରିବା ଉଚିତ୍ ଥିଲା, ସେ ବିଷୟ ବିଚାର କରିବା ଭାର ଆମ୍ଭଙ୍କୁ ଦିଆଯାଇ ନାହିଁ । କ୍ଷମା ଓ ଦୟା ସଂସାରରେ ମାନବର ସ୍ବଧର୍ମ – ମାନବାତ୍ମାର ଏହା ପରମ ଲକ୍ଷଣ । କିନ୍ତୁ ନିଜଠାରେ ତାହା ପ୍ରୟୋଗ କରିବା ଉଚିତ୍ ନୁହେଁ । ଅନ୍ୟଠାରେ ପ୍ରୟୋଗ କରିବା ହିଁ ତାହାର ପ୍ରକୃତ ବ୍ୟବହାର । ମକ୍ଷିକା ପରି କ୍ଷତ ନଖୋଜି ମଧୁକର ପରି ପୁଷ୍ପରସ ଆହରଣ କରିବାକୁ ହେବ । ଦୋଷ ଖୋଜି ବୁଲିବାକୁ ସୁଖ ଲାଗେ, କିନ୍ତୁ ଗୁଣର ଆହରଣରେ ଆତ୍ମା ସାର୍ଥକ ହୁଏ । ମିତ୍ର ମିତ୍ରର ଦୋଷ ବାଛିପାରେ; କିନ୍ତୁ ମିତ୍ରର ଦୋଷ ଖୋଜିବା ଠାରୁ ଶତ୍ରୁର ଗୁଣ ବାଛିବା ଉତ୍କୃଷ୍ଟତର । ଶତ୍ରୁର ଗୁଣ ବାଛିବାରେ ପ୍ରାଣର ଯଥାର୍ଥ ପ୍ରକୃତି ପ୍ରକାଶ ପାଏ ।

Go to Question: